ଭୁବନେଶ୍ବରରୁ ଆବୁଧାବି ଏବଂ ବିଶାଖାପାଟଣାକୁ ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ 'ରାଜ୍ୟରେ ବାଣିଜ୍ୟ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। '